ବଙ୍ଗାଲ୍ ହିଂସା: ମମତା ସରକାର ଉପରେ ବର୍ଷିଲେ, ଜବାବ ତଲବ କଲେ କୋଲକାତା ହାଇକୋର୍ଟ

କୋଲକତା: ନିର୍ବାଚନ ପରେ ଦେଖା ଦେଇଥିବା ହିଂସାକୁ ନେଇ ଟିଏମସି ସରକାର ଉପରେ ବର୍ଷିଛନ୍ତି କୋଲକାତା ହାଇକୋର୍ଟ। ଏହା ସହ ରାଜ୍ୟରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ନେଇ ତିନି ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ରିପୋର୍ଟ ଦାଖଲ କରିବା ବେଳେ କେଉଁ କେଉଁ ସ୍ଥାନରେ ହିଂସା ହୋଇଛି, ସେଠାକାର ସ୍ଥିତି କ’ଣ ରହିଛି ଏବଂ ହିଂସାକୁ ପ୍ରଶମିତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଆଦି … Continue reading ବଙ୍ଗାଲ୍ ହିଂସା: ମମତା ସରକାର ଉପରେ ବର୍ଷିଲେ, ଜବାବ ତଲବ କଲେ କୋଲକାତା ହାଇକୋର୍ଟ