ବୈଜୟନ୍ତଙ୍କ ପାଖରେ ନିଜର ବିକଳ୍ପ ଦେଖି ପାରୁଛନ୍ତି କି’ ନବୀନ?

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଓଡ଼ିଶାର ଅଦୂତୀୟ ନେତା, ଏକଥା ବିଜେଡି କହି ଆସୁଛି।ଏବେ କିନ୍ତୁ ବୋଧେ କଥା ଆଉ ସେମିତି ନାହିଁ।ନବୀନ ଯେ ପ୍ରଥମ, କିନ୍ତୁ ଦୂତୀୟ ସ୍ଥାନ ତ’ ପୁଣି କେହି ନେବ?ରାଜ୍ୟର ନେତୃତ୍ୱ ନେବା ପାଇଁ ନବୀନଙ୍କର ପୁଣି କେହି ତ’ ଜଣେ ବିକଳ୍ପ ବାହାରିବ।ସେ ଆଉ ବୈଜୟନ୍ତ ନୁହଁ ତ’? ରାଜ୍ୟ ବିଜେପି ନବୀନଙ୍କ ବାବଦରେ ଯେତେ ଚିତ୍କାର କରୁ ମୋଦୀ କିନ୍ତୁ ନବୀନଙ୍କୁ କେବେ ସେପରି ଆକ୍ଷେପ କରୁନଥିଲେ।କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ … Continue reading ବୈଜୟନ୍ତଙ୍କ ପାଖରେ ନିଜର ବିକଳ୍ପ ଦେଖି ପାରୁଛନ୍ତି କି’ ନବୀନ?