ମୋଦିଙ୍କୁ ସାକ୍ଷାତ କଲେ ବୈଜୟନ୍ତ, ବିଶ୍ୱ ଭୂଷଣ: ପ୍ରଦାନ କଲେ ନିଜ ରଚିତ ପୁସ୍ତକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ସାକ୍ଷାତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପ୍ରବକ୍ତା ବୈଜୟନ୍ତ ପଣ୍ଡା।ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଚଳିତ ବର୍ଷ ପ୍ରକାଶ ପାଇଥିବା ବୈଜୟନ୍ତଙ୍କର ପ୍ରଥମ ପୁସ୍ତକ “ଲୁଟିଏନ୍ସ ମାଭେରିକ” ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ? ସେହିପରି ଓଡିଶା ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ … Continue reading ମୋଦିଙ୍କୁ ସାକ୍ଷାତ କଲେ ବୈଜୟନ୍ତ, ବିଶ୍ୱ ଭୂଷଣ: ପ୍ରଦାନ କଲେ ନିଜ ରଚିତ ପୁସ୍ତକ