ବାହୁବଳୀ ନୁହେଁ, ମୁଁ ବିପ୍ଳବୀ: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବାହୁବଳୀ ନୁହେଁ ମୁଁ ବିପ୍ଳବୀ, ମୁଁ କ୍ରାନ୍ତିକାରୀ ବୋଲି କହିଛନ୍ତି ବାହୁବଳୀ ବିଧାୟକ ନାମରେ ପରିଚୟ ସୃଷ୍ଟି କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓରଫ ଗଣେଶ ଜଗଦ୍ଦେବ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଇଂରେଜ ଶାସନ ବିରୋଧରେ ଲଢ଼ୁଥିବା ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ସହିତ ନିଜକୁ ତୁଳନା କରିଛନ୍ତି ଗଣେଶ ଜଗଦ୍ଦେବ। ଗଣେଶ କହିଥିଲେ, ଲୋକଙ୍କ ପାଇଁ ଲଢ଼େଇ କରି ନିଜ … Continue reading ବାହୁବଳୀ ନୁହେଁ, ମୁଁ ବିପ୍ଳବୀ: ପ୍ରଶାନ୍ତ ଜଗଦ୍ଦେବ