Home Authors Posts by Bureau

Bureau

17674 POSTS 0 COMMENTS

ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଖୁଣ୍ଟିପଦର ଗସ୍ତ

0
ନବରଙ୍ଗପୁର ୧୪/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ଗତକାଲି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ,...

ସ୍ୱାଧୀନତା ଦିବସ ୨୦୨୨ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ମିଳିଲା ପଦକ

0
- ଓଡ଼ିଶାର ୨ ପୁଲିସ କର୍ମୀଙ୍କୁ ସାହସିକତା ପାଇଁ ପୁଲିସ ପଦକ - ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇଲେ ଓଡ଼ିଶାର ୨ ପୁଲିସ ଅଧିକାରୀ - ୧୧ ଜଣ ଓଡ଼ିଶା ପୁଲିସ...

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର...

0
ମୋର ପ୍ରିୟ ଦେଶବାସୀ, ନମସ୍କାର ! ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କୁ...

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା’ମାନେ

0
ଭୁବନେଶ୍ୱର ୧୪/୮ (ଓଡ଼ିଆ ପୁଅ) ସ୍ୱାଧୀନତାର ପଚସ୍ତରୀ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା'ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କୁ ଭେଟି...

ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବାପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ

0
ଭୁବନେଶ୍ୱର ୧୪.୮ (ଓଡ଼ିଆ ପୁଅ) - ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ...

ଲଘୁଚାପ ଜନିତ ବର୍ଷାରେ ସହରର ତଳିଆ ଅଞ୍ଚଳରେ ପସିଲା ବର୍ଷା ପାଣି

0
କେନ୍ଦ୍ରାପଡ଼ା, ୧୪ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପ୍ରାୟ ୩/୪ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ବସ୍ତି ଓ ଗ୍ରାମ ଗୁଡିକରେ...

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ

0
ଭୁବନେଶ୍ୱର ୧୪ ଅଗଷ୍ଟ (ଓଡ଼ିଆ ପୁଅ) : ଭୁବନେଶ୍ୱରରେ ଗତ ୧୩ ଓ ୧୪ ତାରିଖରେ ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଉଇକିମାନିଆ, ଭୁବନେଶ୍ୱର ମେଳଣ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ସ୍ତରରେ ଉଇକିମିଡ଼ିଆ ଫାଉଣ୍ଡେସନ୍...

କେଲିଆ ଗଡ଼ ଅଲେଖ ମନ୍ଦିରରେ ନୂଆଖାଇ ପର୍ବ

0
ନବରଙ୍ଗପୁର ୧୪-୮ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମ ପଞ୍ଚାୟତର କେଲିଆ ଗଡ଼ ନବରଙ୍ଗପୁର ଜିଲ୍ଲାର ପ୍ରସିଦ୍ଧ ବାବା ଅଲେଖ ମନ୍ଦିରରେ ପ୍ରତି ବର୍ଷ ଭଳି ଏ ବର୍ଷ...

ଚର୍ଚ୍ଚରେ ଅଗ୍ନିକାଣ୍ଡ ପରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ, ଅନେକ ଆହତ

0
ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) : ଇଜିପ୍ଟର ଗିଜାସ୍ଥିତ ଏକ ଚର୍ଚ୍ଚରେ ନିଆଁ ଲାଗିବା ପରେ ଦଳାଚକଟାରେ ଅତି କମରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଚର୍ଚ୍ଚରେ ପ୍ରେୟାର ସମୟରେ ୫,...

ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା

0
ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ଅଟକ।ବେହେରଣ ଦ୍ୱାର ନିକଟରୁ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ଉଦ୍ୟମ...

କଟକ ମେଡ଼ିକାଲରେ କିଡନୀ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସହ ଡ଼ାକ୍ତର ବ୍ୟବସ୍ଥା କରିବାକୁ...

0
ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରତ କିଡ଼ନୀ ରୋଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ - ବାଲେଶ୍ୱର ରେମୁଣା ଅଞ୍ଚଳର ଜୟଶ୍ରୀ ବେହେରାଙ୍କ ଅନୁରୋଧ କ୍ରମେ କିଡ଼ନୀ ରୋଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ - ଲୋୟର ପିଏମଜିରେ ଧାରଣାରେ ବସିଥିବା କିଡ଼ନୀ...

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଏକ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

0
ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରୁଛନ୍ତି ମୋଦି ସରକାର - ଧର୍ମେନ୍ଦ୍ର ପ୍ରଧାନ - ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଦର୍ଶନୀରେ ସ୍ଥାନିତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ନାଗରକିକଙ୍କୁ ନିବେଦନ - ଦୁଇ...

ବିରଳ ବାଛୁରୀ ଜନ୍ମ

0
କୋରାପୁଟ : ୧୪/୮ (ଓଡ଼ିଆ ପୁଅ-ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ଗ୍ରାମପଞ୍ଚାୟତର ଖୋଡ଼ାପୁଟ ଗ୍ରାମରେ ବିରଳ ବାଛୁରୀ ଛୁଆ ଜନ୍ମ ଗ୍ରହଣ କରିଥିବା ଜଣାପଡ଼ିଛି। ଜନ୍ମ ହୋବାର...

ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବାଲୁକା କଳା

0
ପୁରୀ ୧୪-୮ (ଓଡ଼ିଆ ପୁଅ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଥିମକୁ ନେଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ...

କାକଟପୁର ମା’ ମଙ୍ଗଳା ମନ୍ଦିର, ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ାରେ ପାଣି

0
ପୁରୀ ୧୪-୮ (ଓଡ଼ିଆ ପୁଅ) ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇ ପଡ଼ିଛି କାକଟପୁର ମା' ମଙ୍ଗଳା ମନ୍ଦିର। ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢ଼ାରେ ପାଣି ଜମି ରହିଛି। ଫଳରେ...

ସ୍ଥାନୀୟ ନେତା, ବନସୁରକ୍ଷା ସମିତି ଓ ବନ ବିଭାଗ ପକ୍ଷରୁ ସରକାରୀ ଜମିରେ କନ୍ଧ...

0
ନବରଙ୍ଗପୁର ୧୪-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ, ବୁର୍ଜା ଗ୍ରାମ ପଞ୍ଚାୟତ ଅନତର୍ଗତ କୋପସାଭଟା ଗ୍ରାମରେ ଶନିବାର ଦିନ ସକାଳ ୧୦:୩୦ ସକାଳ ସମୟରେ ୨୫ ଗୋଟି କନ୍ଧ...

ନୃସିଂହ ଟିକିରି ମଠରେ ଝୁଲଣ ଯାତ୍ରା

0
କେନ୍ଦ୍ରାପଡ଼ା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ନୃସିଂହ ଟିକିରି ମଠରେ ଝୁଲଣଯାତ୍ରା ସମାପନ ହୋଇଯାଇଛି। ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣୀମାରେ ସମାପନ...

ଲିପସା ଦାସ କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ପ୍ରଥମ

0
କେନ୍ଦ୍ରାପଡ଼ା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ବିଭାଗର କମ୍ପ୍ୟୁଟର ସାଇନ୍ସ ସମ୍ମାନର ଛାତ୍ରୀ ଲିପସା ଦାସ ମୋଟ ୨୬୦୦ମାର୍କରୁ ୨୨୨୦ମାର୍କ ଅର୍ଥାତ ୮୫.୩୮ ପ୍ରତିଶତ...

ହରଘର ତ୍ରୀରଙ୍ଗା ଓ ଡାକମେଳା ଅନୁଷ୍ଠିତ

0
କେନ୍ଦ୍ରାପଡ଼ା, ୧୩ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଡାକ ମଣ୍ଡଳ ଅନ୍ତର୍ଗତ ଦକ୍ଷିଣ ଉପମଣ୍ଡଳ ଅଧିନରେ ଥିବା ନଡିଆବରେଇ ଶାଖା ଡାକଘର ସହଯୋଗରେ ଗୋଠେଶ୍ୱର ମହାଦେବଙ୍କ ପୀଠରେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଓ...

କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୪୧୭କୋଟି ମଞ୍ଜୁର...

0
କେନ୍ଦ୍ରାପଡ଼ା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ୩ଟି ବ୍ଲକ ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ପାଇଁ ୩ଟିି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୪୧୭କୋଟି ଟଙ୍କା ମଞ୍ଜୁର...