ଭାରତୀୟ ସୀମାରେ ଚାଇନାର ପ୍ରବେଶ? ବିଜେପି ସାଂସଦଙ୍କ ଦାବି, ସେନାର ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ ସୀମା ଭିତରେ ପ୍ରବେଶ କରିଛି କି ଚୀନ?ଏହିପରି ଦାବି କରିଛନ୍ତି ବିଜେପିର ଜଣେ ସାଂସଦ।ଅରୁଣାଚଳ ପ୍ରଦେଶର ଚଗଲଗାମର ଏକ ନଦୀ ଉପରେ ଚୀନ ଦ୍ୱାରା ପୋଲୋ ନିର୍ମାଣ କରାଯାଉଥିବା ଦାବି କରି ବିଜେପି ସାଂସଦ ତାପିର ଗୋଓ ଚିନ୍ତା ପ୍ରକଟ କରିଛନ୍ତି।ବିଜେପି ସାଂସଦ କହିଛନ୍ତି, ମ୍ୟାକମୋହନ ରେଖା ଚଗଲଗାମଠାରୁ ୧୦୯ କିମି ଦୂରରେ ରହିଛି।ଏପରି ସ୍ଥିତିରେ ଯଦି ଚୀନ ଚଗଲଗାମର ୨୫ କିମି ଦୂରରେ ମଧ୍ୟ ପୋଲ ନିର୍ମାଣ କରେ ତେବେ ଏହାର ଅର୍ଥ … Continue reading ଭାରତୀୟ ସୀମାରେ ଚାଇନାର ପ୍ରବେଶ? ବିଜେପି ସାଂସଦଙ୍କ ଦାବି, ସେନାର ଖଣ୍ଡନ