“ମୁଁ ନୁହଁ ଆମେ”:ଆରମ୍ଭରୁ ଜଗନ୍ନାଥ!ରଥଯାତ୍ରା ଉଦାହରଣ ସହ ଅପରାଜିତାଙ୍କ ସାନଦାର ଟ୍ୱିଟ

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ଭିଆରଏସ ପାଇଁ ଆବେଦନ କରିବା ପରେ ଏବଂ ଏବେ ଏହାକୁ ରାଜ୍ୟ ସରକାର ସ୍ୱୀକୃତି ଦେବା ପରେ ଅପରାଜିତା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି।ସେ ବିଜେପିରେ ଯୋଗ ଦେବା ଏବଂ ଭୁବନେଶ୍ୱରରୁ ଏମପି ପାର୍ଥି ହେବା ନେଇ ଆଲୋଚନା ହେଉଛି।ଓଡ଼ିଶା ବିଜେପିରେ ସେ ଏକ ଗୁରୁଦାୟିତ୍ୱ ନେଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।ଏବେ ଦୁଇ ଦିନ ହେଲା ଓଡ଼ିଶା ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇ ଯାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।ପ୍ରତ୍ୟେକ … Continue reading “ମୁଁ ନୁହଁ ଆମେ”:ଆରମ୍ଭରୁ ଜଗନ୍ନାଥ!ରଥଯାତ୍ରା ଉଦାହରଣ ସହ ଅପରାଜିତାଙ୍କ ସାନଦାର ଟ୍ୱିଟ