ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବେ ଅପରାଜିତା!

ଭୁବନେଶ୍ୱର:୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଅପରାଜିତା ଷଡ଼ଙ୍ଗୀ ବିଜେପି ପାର୍ଥି ହେବେ ନେଇ ରାଜନୀତି ମହଲରେ ଏବେ ଆଲୋଚନା ଜୋର ଧରିଛି।ଅପରାଜିତା ଷଡ଼ଙ୍ଗୀ ଭିଆରଏସ ପାଇଁ ଆବେଦନ କରିବା ପରଠାରୁ ସେ ରାଜନୀତିକୁ ଆସିବା ନେଇ ଆଲୋଚନା ହେଉଥିଲା।ଏବେ ଅପରାଜିତା ଷଡଙ୍ଗୀଙ୍କ ଭିଆରସ ଆବେଦନକୁ ଓଡ଼ିଶା ସରକାର ସବୁଜ ସଂକେତ ଦେଇଛନ୍ତି।ତାଙ୍କ ଭିଆରସ ଆବେଦନକୁ ମଞ୍ଜୁର କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି।ଭିଆରଏସ ନେବା ପରେ ସେ ରାଜନୀତିରେ … Continue reading ଭୁବନେଶ୍ୱରରୁ ବିଜେପି ଏମପି ପାର୍ଥି ହେବେ ଅପରାଜିତା!