ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା: ଅପରାଜିତା ..
ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା ଅପରାଜିତା। ଏବେ ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏକ ବୈଠକରେ ଜଣେ ରାଜ୍ୟ ପ୍ରବକ୍ତା ଏକ ପ୍ରଶ୍ନ କରିଥିଲେ। ପ୍ରଶ୍ନଟି ଥିଲା, ବ୍ୟକ୍ତି ବଡ଼ ନାଁ, ସଙ୍ଗଠନ ବଡ଼? ଏହାର ଉତ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଲେ ଯେ, ଆରବୀ ଘୋଡ଼ା ତ’ ଦୌଡ଼ିବ। ସଇସର (ଘୋଡ଼ା ଚାଳକ) କାମ … Continue reading ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା: ଅପରାଜିତା ..
Copy and paste this URL into your WordPress site to embed
Copy and paste this code into your site to embed