ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ

ଭୁବନେଶ୍ୱର:ଆରମ୍ଭରୁ ଅପରାଜିତା ଷଡ଼ଙ୍ଗୀ ପୂରା ଆକ୍ସନ ମୁଡରେ। ଶନିବାର ଦିନ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଅପରାଜିତାଙ୍କ ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅପରାଜିତା କହିଥିଲେ ମୁଁ ପ୍ରତିଶୃତି ଦେଉଛି ପ୍ରଶାସନିକ ସେବା କ୍ଷେତ୍ରରେ ଥିଲା ବେଳେ ଯେଉଁ ଭଳି କାମ କରୁଥିଲେ ଏବେ ରାଜନୀତି କ୍ଷେତ୍ରରେ ତା’ ଠାରୁ ଅଧିକ କାମ କରିବେ। ଅପରାଜିତା ଏପରି କହିବା ପରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଶନିବାର ଦିନ ସମ୍ବର୍ଦ୍ଧନା ସଭା ପରେ ପରେ ଅପରାଜିତା କିଛି କାର୍ଯ୍ୟକର୍ତ୍ତାଙ୍କ … Continue reading ଆରମ୍ଭରୁ ଆକ୍ସନ ମୁଡରେ ଅପରାଜିତା!କାର୍ଯ୍ୟକର୍ତ୍ତା ଉତ୍ସାହିତ