ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

କଟକ/ଭୁବନେଶ୍ୱର: ଜଣେ ଆଇଏଏସ ଏବଂ ଜଣେ ଆଇପିଏସ।ଜଣେ କଠୋର ଏବଂ ଆଉ ଜଣେ କୋମଳ।ଉଭୟ ଏବେ ରାଜନୀତିରେ।କିନ୍ତୁ ତା’ର ପରିଣାମ? ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଏବେ ରାଜନୀତିରେ।ସେ ଏବେ ଭାଜପାର ଭୁବନେଶ୍ୱର ସାଂସଦ।ସେହିପରି ଆଉ ଜଣେ ହେଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର।ସେ ମଧ୍ୟ ଭାଜପାରୁ କଟକ ଲୋକସଭା ପାଇଁ ପାର୍ଥି ହୋଇଥିଲେ।କିନ୍ତୁ ପରାଜୟ ବରଣ କରିଥିଲେ।ତେବେ ଏହି ଦୁଇ ଆଇଏଏସ ଏବଂ ଆଇପିଏସଙ୍କ କାର୍ଯ୍ୟଶୈଳୀ ଭିନ୍ନଭିନ୍ନ।ଆଇଏଏସ ଅପରାଜିତା ଷଡ଼ଙ୍ଗୀ କଠୋର।କିନ୍ତୁ ଆଇପିଏସ ପ୍ରକାଶ … Continue reading ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?