ଏଥର ଟାର୍ଗେଟରେ ନକ୍ସଲ! ମାଓ ଦମନ ନେଇ ଆଜି ବୈଠକ

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ମାଓବାଦ ଦମନ ଉପରେ ହେବାକୁ ଯାଉଛି ବୈଠକ।ବୈଠକରେ ଅମିତ ଶାହାଙ୍କ ସମେତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ, ଗୃହ ମନ୍ତ୍ରଳାୟ, ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ମାଓବାଦ ପ୍ରଭାବିତ ଓଡ଼ିଶା ସମେତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି ଏବଂ ରାଜ୍ୟର ପୋଲିସ ମୁଖିଆ ଯୋଗଦେବେ।୧୦ଟି ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡ଼ିକ ହେଲା, ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ, … Continue reading ଏଥର ଟାର୍ଗେଟରେ ନକ୍ସଲ! ମାଓ ଦମନ ନେଇ ଆଜି ବୈଠକ