ଆଜି ଅକ୍ଷୟ ତୃତୀୟା; ଚନ୍ଦନ ଯାତ୍ରା ଆରମ୍ଭ: ରଥ ନିର୍ମାଣ ଆଉ ମୁଠି ଅନୁକୂଳ

ଭୁବନେଶ୍ୱର: ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ। ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ। କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଶୁଭାରମ୍ଭ କରାଯାଏ। ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ … Continue reading ଆଜି ଅକ୍ଷୟ ତୃତୀୟା; ଚନ୍ଦନ ଯାତ୍ରା ଆରମ୍ଭ: ରଥ ନିର୍ମାଣ ଆଉ ମୁଠି ଅନୁକୂଳ