ଓଟ କ୍ଷୀର ପରେ ଅମୁଲ୍ ଲଞ୍ଚ କଲା ହଳଦୀ କ୍ଷୀର

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ ଭିତରେ ଗୁଜୁରାଟ ସମବାୟ କ୍ଷୀର ମାର୍କେଟିଂ ଫେଡେରେସନ୍ ଲିମିଟେଡ୍ (ଜିସିଏମ୍ଏମ୍ଏଫ୍) ଅଧୀନରେ କାର୍ଯ୍ୟ କରୁଥିବା ଅମୁଲ୍ କମ୍ପାନୀ ହଳଦୀ କ୍ଷୀର ଲଞ୍ଚ କରିଛି। ୨୦୦ ମି.ଲି ହଳଦୀ କ୍ଷୀର ବୋତଲର ମୂଲ୍ୟ ୩୦ ଟଙ୍କା ରହିଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହଳଦୀ ମିଶା କ୍ଷୀର ବେଶ୍ ଉପଯୋଗୀ ହୋଇଥାଏ। ଏହାସହ ଆଗାମୀ ଦିନରେ ଅଦା, ତୁଳସୀ ସହିତ ଅନେକ ପ୍ରକାରର କ୍ଷୀର ମଧ୍ୟ ଅମୁଲ୍ ଲଞ୍ଚ କରିପାରେ ବୋଲି ଜଣାପଡ଼ିଛି। … Continue reading ଓଟ କ୍ଷୀର ପରେ ଅମୁଲ୍ ଲଞ୍ଚ କଲା ହଳଦୀ କ୍ଷୀର