ଟେଷ୍ଟ-T-20 ପରାଜୟର ରାଗରେ ପିଟି ପକଉଛନ୍ତି ଇଲଣ୍ଡ ଟିମ୍‌, ବୟୋରଷ୍ଟୋଙ୍କର ତୋଫାନୀ ୮୦, ଇଲଣ୍ଡ ୧୫ ଓଭର ପରେ ଇଲଣ୍ଡ ୧୩୫/୧

– ଭାରତ ବନାମ୍‌ ଇଲଣ୍ଡ ପ୍ରଥମ ୱାନ୍‌ଡେ : ଭାରତ ୩୧୭ ରନ୍, ଧାୱନ, କୋହଲି, ପାଣ୍ଡ୍ୟା ଏବଂ ରାହୁଲଙ୍କ ଅର୍ଦ୍ଧଶତକ ପୁନେ/ନୂଆ ଦିଲ୍ଲୀ ୨୩-୩ (ଓଡ଼ିଆ ପୁଅ) ଅହମ୍ମଦାବାଦରେ ଦୁଇଟି ଟେଷ୍ଟ ଏବଂ ପାଞ୍ଚଟି T20 ପରେ ଭାରତ ବନାମ୍‌ ଇଲଣ୍ଡ ପ୍ରଥମ ୱାନ୍‌ଡେ ପୁଣେରେ ଖେଳାଯାଉଛି। ଇଲଣ୍ଡ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ୱାନ୍‌ଡେରେ ଇଲଣ୍ଡ ବିପକ୍ଷରେ ଭାରତ ୩୧୭ ରନ୍ କରି ଇଂଲଣ୍ଡକୁ ୩୧୮ ରନର … Continue reading ଟେଷ୍ଟ-T-20 ପରାଜୟର ରାଗରେ ପିଟି ପକଉଛନ୍ତି ଇଲଣ୍ଡ ଟିମ୍‌, ବୟୋରଷ୍ଟୋଙ୍କର ତୋଫାନୀ ୮୦, ଇଲଣ୍ଡ ୧୫ ଓଭର ପରେ ଇଲଣ୍ଡ ୧୩୫/୧