ଅଧରପଣା: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ଭୁବନେଶ୍ୱର: ବାହୁଡା଼ ଯାତ୍ରା ପରେ ସିଂହଦ୍ଵାରଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହୋଇଥାଏ।ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।ସ୍ଵତ୍ତ୍ଵଲିପି ଅନୁଯାୟୀ ବାହୁଡା଼ ଦଶମୀ ଦିନ ରଥ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା।କିନ୍ତୁ ପରେ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହେଉଥିଲା।କିନ୍ତୁ ଏବେ … Continue reading ଅଧରପଣା: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି