ଭାଇଙ୍କୁ ଗାଳି, ଭାଉଜଙ୍କୁ ଶାଢ଼ୀ! ବାଃ, ରେ ଦିଦି…

ନୂଆଦିଲ୍ଲୀ: ମମତା ଦିଦିଙ୍କ ସହ ମୋଦୀଙ୍କ ସଂପର୍କ ସଭିଙ୍କୁ ଜଣା।ଉଭୟ ଉଭୟଙ୍କୁ ପ୍ରାୟ ପ୍ରତ୍ୟେକ କଥାରେ ଟାର୍ଗେଟ୍ କରନ୍ତି, କଥା କଥାକେ ଗାଳି କରନ୍ତି।ଦେଶରେ ଯେତେ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୋଧହୁଏ ସବୁଠାରୁ ତିକ୍ତ ସଂପର୍କ।ହେଲେ ଭାଇଙ୍କ ସହ ସିନା ସଂପର୍କ ଖରାପ, କିନ୍ତୁ ଭାଉଜଙ୍କ ପ୍ରତି ଖୁବ୍ ଆଦର।ଭାଇଙ୍କୁ ସିନା ଗାଳି କରୁଛନ୍ତି, କିନ୍ତୁ ଭାଉଜଙ୍କୁ ଶାଢ଼ୀ ଉପହାର ଦେଉଛନ୍ତି ଦିଦି। … Continue reading ଭାଇଙ୍କୁ ଗାଳି, ଭାଉଜଙ୍କୁ ଶାଢ଼ୀ! ବାଃ, ରେ ଦିଦି…