ଥ୍ରୀ’ ଟି ଫେଲ୍ ; ଯୋଡ଼ିଲେଣି ଆଉ ଟୁ’ ଟି: ସଫଳ ହେବ ତ’ ଫାଇଭ୍ ଟି’ ?

ଭୁବନେଶ୍ୱର: ପୂର୍ବରୁ ମୁଖ୍ୟମନ୍ତ୍ରୀ ଥ୍ରୀ’ ଟି କଥା କହୁଥିଲେ।ଏବେ ସେଥିରେ ଆଉ ଟୁ’ ଟି ଯୋଡ଼ିଛନ୍ତି।ଏବେ ଫାଇଭ୍’ ଟି। ପୂର୍ବରୁ ଥିଲା ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲୋଜି।ଏବେ ସେଥିରେ ଆଉ ଟୁ’ ଟି ଟ୍ରାନ୍ସଫରମେସନ ଓ ଟାଇମ ସାମିଲ କରିଛନ୍ତି।ତେବେ ପୂର୍ବରୁ ତ’ ଥ୍ରୀ’ ଟି ଫେଲ୍ ଥିଲା।ଏବେ ଫାଇଭ୍ ଟି ସଫଳ ହେବ କେମିତି? ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ? ସୋମବାର ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କ … Continue reading ଥ୍ରୀ’ ଟି ଫେଲ୍ ; ଯୋଡ଼ିଲେଣି ଆଉ ଟୁ’ ଟି: ସଫଳ ହେବ ତ’ ଫାଇଭ୍ ଟି’ ?