ଶାରଦୀୟ ଅଭିନନ୍ଦନ: ଦୁର୍ଗା ନାମର ଅର୍ଥ ଏବଂ ମା’ ଙ୍କର ୧୦୮ ଭିନ୍ନ ନାମ ..

।।ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।। ଜଗତ ଜନନୀ ମା’ ଦୁର୍ଗା ନାମର ଏକ ଅର୍ଥ ରହିଛି। ଦୁର୍ଗା ଶବ୍ଦର ଅର୍ଥକୁ ବିବିଧ ଭାବରେ ବିଶ୍ଳେଷଣ କରାଯାଇଛି। ସେଥିରୁ ଗୋଟିଏ ହେଉଛି “ଦ+ଉ+ର+ଗ+ଆ”। ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁ ଯିଏ ଉଦ୍ଦିଷ୍ଟ। ’ଉ’ ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ। ’ର’ ସମସ୍ତ ରୋଗର ଯିଏ ବିନାଶକାରୀ। ‘ଗ’ ସକଳ ପାପର ଯିଏ କ୍ଷୟକାରୀ। ‘ଆ’ ସମସ୍ତ ଭୟର ଯେ ହରଣକାରୀ। ସେହିପରି … Continue reading ଶାରଦୀୟ ଅଭିନନ୍ଦନ: ଦୁର୍ଗା ନାମର ଅର୍ଥ ଏବଂ ମା’ ଙ୍କର ୧୦୮ ଭିନ୍ନ ନାମ ..