ୟୁପିରେ ଖୋଲିବ ମଦ ଦୋକାନ; ତେବେ ଓଡ଼ିଶାରେ ସମାଲୋଚନା କାହିଁକି ..

ଭୁବନେଶ୍ୱର: ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆଜିଠାରୁ କରୋନା ଭାଇରସ୍ ହଟସ୍ପଟ୍ ଅଞ୍ଚଳ ଠାରୁ ଏକରୁ ତିନି କିଲୋମିଟର ଦୂରତା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ମଦ, ବିୟର ଏବଂ ଭାଙ୍ଗ ଦୋକାନ ଖୋଲିବ। ଉତ୍ତର ପ୍ରଦେଶରେ ବିଜେପି ସରକାର ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ବିଜେପିର … Continue reading ୟୁପିରେ ଖୋଲିବ ମଦ ଦୋକାନ; ତେବେ ଓଡ଼ିଶାରେ ସମାଲୋଚନା କାହିଁକି ..