ହତ୍ୟା ଘଟଣା ଲୁଚାଇଦେବା ପାଇଁ ଜଙ୍ଗଲରେ ଲଗାଇ ଦିଆଗଲା ନିଆଁ !

ଭୁବନେଶ୍ୱର: ଗତ ୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଗ୍ରାମରେ ଜଣେ ଯୁବତୀଙ୍କ ଶବକୁ ରାତି ଅଧିଆ ତରବରିଆ ଭାବରେ ପୋଡ଼ି ଦିଆଗଲା। ଏହାକୁ ସନ୍ଦେହ କରି କିଛି ଗ୍ରାମବାସୀ ଜଙ୍କିଆ ଥାନାରେ ଯାଇ ଅଭିଯୋଗ କଲେ ମଧ୍ୟ କେହି ଶୁଣିଲେ ନାହିଁ। ତରବରିଆ ଭାବରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାଡ଼ିଦେଇ ଆସିଥିବା ଶବର ଦରପୋଡ଼ା ମାଂସ ବୁଲା କୁକୁର ଖାଇଗଲେ। ଅବଶିଷ୍ଟ କଙ୍କାଳ, ଖପୁରି, ହାତ, ଗୋଡ଼ ଆଦିର ହାଡ଼ ଏଣେତେଣେ ପକାଇଦେଲେ। … Continue reading ହତ୍ୟା ଘଟଣା ଲୁଚାଇଦେବା ପାଇଁ ଜଙ୍ଗଲରେ ଲଗାଇ ଦିଆଗଲା ନିଆଁ !