ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..

ଭୁବନେଶ୍ୱର: ହୃଦଘାତ (ହାର୍ଟ ଆର୍ଟାକ୍) ଏକ ବିପଜ୍ଜନକ ରୋଗ ଏବଂ ଏହା ଯେ କୌଣସି ବ୍ୟକ୍ତିଙ୍କ ନିକଟରେ ହୋଇପାରେ। କିନ୍ତୁ, ଆପଣ ଜାଣନ୍ତି କି ହାର୍ଟ ଆର୍ଟାକ୍ ସବୁବେଳେ ହଠାତ୍ ଆସି ଯାଇନଥାଏ। ଅନେକ ସମୟରେ ହାର୍ଟ ଆର୍ଟାକ୍ ଆଗମନ ପୂର୍ବରୁ ଶରୀରରେ ଏପରି କିଛି ପରିବର୍ତ୍ତନ ଦେଖାଯିବା ଆରମ୍ଭ କରେ, ଯାହା ଆମର ଦୈନନ୍ଦିନ ଜୀବନକୁ ଅସାଧାରଣ କରିଥାଏ। ଯେପରିକି ଚାଲିବା, ଛାତିରେ ଭାରୀ ଅନୁଭବ କରିବା କିମ୍ବା କାମ କରିବା ସମୟରେ ନିଶ୍ୱାସ ନେବାରେ … Continue reading ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..