ସୁବାସ ପାଣିଗ୍ରାହୀ ହୋଇପାରନ୍ତି ବିରୋଧି ଦଳ ନେତା

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଓଡ଼ିଶା ବିଧାନସଭାରେ ପ୍ରଥମଥର ପାଇଁ ଭାରତୀୟ ଜନତା ପାର୍ଟୀ ବିରୋଧି ଦଳର ମାନ୍ୟତା ପାଇଛି। ଭାରତୀୟ ଜନତା ପାର୍ଟୀର ତେଇଶି ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ତେଣୁ ବିଧାନସଭାରେ ବିରୋଧିଦଳ ନେତା କିଏ ହେବ ଏଥିପାଇଁ ଚାଲିଛି ରାଜନୈତିକ କସରତ। ବିଭିନ୍ନ ଗଣ ମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛିଯେ, ବିରୋଧି ଦଳ ନେତା ପାଇଁ ଜୟ ନାରାୟଣ ମିଶ୍ର, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ମୋହନ ମାଝୀ … Continue reading ସୁବାସ ପାଣିଗ୍ରାହୀ ହୋଇପାରନ୍ତି ବିରୋଧି ଦଳ ନେତା