ସମ୍ପର୍କ : ଏକ ମନୁଷ୍ୟକୃତ ସାମାଜିକ ବନ୍ଧନ (୧)

ସମ୍ପର୍କ କୌଣସି ପ୍ରାକୃତିକ ନିବନ୍ଧନ ନୁହେଁ। ସମ୍ପର୍କ କେବଳ ମଣିଷ ସମାଜର ଏକ ବନ୍ଧନ ବ୍ୟବସ୍ଥା ଯାହା ମଣିଷ ନିଜର ସ୍ୱାର୍ଥ ଦୃଷ୍ଟିରୁ ସୃଷ୍ଟି କରିଛି। ମଣିଷ ସମାଜ ବ୍ୟତୀତ ଅନ୍ୟ କୌଣସି ଜୀବ ଜଗତରେ କୌଣସି ସମ୍ପର୍କ ଦେଖିବାକୁ ମିଳେ ନାହିଁ। ପ୍ରାକୃତିକ ଭାବେ କେହି କାହାର କିଛି ନୁହନ୍ତି। କୌଣସି ପରିସ୍ଥିତିରେ ଏକ ନୂତନ ଜନ୍ମ ଦେବା କେବଳ ପ୍ରାକୃତିକ ସରଂଚନା ମାତ୍ର। ଜନ୍ମଦାତ୍ରୀ – ନବଜନ୍ମିତର ଯେଉଁ ସମ୍ପର୍କ ମଣିଷ ସମାଜରେ ପ୍ରଚଳିତ … Continue reading ସମ୍ପର୍କ : ଏକ ମନୁଷ୍ୟକୃତ ସାମାଜିକ ବନ୍ଧନ (୧)