ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ॐ ଦୃତେ ଦୃଂହ ମିତ୍ରସ୍ୟ ମା’ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷନ୍ତାମ୍‍। ମିତ୍ରସ୍ୟାହଂ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷେ। ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ॥ (ଯଜୁର୍ବେଦ ୩୬/୧୮) ଭାବାର୍ଥ – ହେ’ ଅନନ୍ତବଳ ମହାବୀର ଈଶ୍ୱର। ହେ’ ଦୁଷ୍ଟ ସ୍ୱଭାବନାଶକ। ବିଦୀର୍ଣ୍ଣ କର୍ମ ଅର୍ଥାତ୍‍ ବିଜ୍ଞାନାଦି ଶୁଭକର୍ମ ନାଶ ପ୍ରବୃତ୍ତିରେ ମୋତେ ସ୍ଥିର ରଖନ୍ତୁ ନାହିଁ। ମୋର ଆତ୍ମାକୁ ସେହିଭଳି କର୍ମରୁ ଉପରକୁ ଉଠେଇ ସତ୍ୟବିଦ୍ୟା, ସତ୍ୟଧର୍ମ ଆଦି ସଦଗୁଣ କର୍ମରେ ସଦୟ ସ୍ଥିରତା ପ୍ରଦାନ କରନ୍ତୁ। ହେ’ … Continue reading ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..