ମରୁମରୁ ବଞ୍ଚିଗଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ଡାକ୍ତର

ଭୁବନେଶ୍ୱର: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଭୂତାଣୁ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ମରୁମରୁ ବଞ୍ଚି ଯାଇଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ଜନସନ୍ କହିଛନ୍ତି ଯେ ଲଣ୍ଡନର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ। ଜନସନ୍ କୋଭିଡ୍ -୧୯ ବିରୋଧରେ ତାଙ୍କର ସଂଗ୍ରାମକୁ ମୃତ୍ୟୁ ସହିତ ସାମ୍ନା ହେବାର ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି। ଆଇସିୟୁରୁ ​​ବାହାରିବା ଏକ ଆରାମଦାୟକ ଅନୁଭୂତି ବୋଲି କହିଛନ୍ତି ଜନସନ୍। ୫୫ ବର୍ଷ ବୟସ୍କ ଜନସନ୍ … Continue reading ମରୁମରୁ ବଞ୍ଚିଗଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ; ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହୋଇ ସାରିଥିଲେ ଡାକ୍ତର