ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା ରଖୁ : ଆମେରିକା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକ୍ୱାଇନ୍ ମେଡିସିନ ଯୋଗାଣରେ ସାହାଯ୍ୟ ମାଗିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲି। ଯଦି ସେମାନେ ଆମେରିକାକୁ ସେହି ମେଡିସିନ ଯୋଗାଣ ପାଇଁ ଅନୁମତି ଦିଅନ୍ତି, ତେବେ ଆମେ ସେମାନଙ୍କ ପଦକ୍ଷେପକୁ ପ୍ରଶଂସା କରିବୁ। ଆଉ ଯଦି ସେମାନେ ସହଯୋଗ ନକରନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆମଠାରୁ ମଧ୍ୟ ସେମାନେ ସମାନ ପ୍ରତିକ୍ରିୟା … Continue reading ଭାରତ ଆମକୁ ସାହାଯ୍ୟ କଲେ ଭଲ, ନହେଲେ ଆମଠୁ ମଧ୍ୟ ସମାନ ପ୍ରତିକ୍ରିୟା ଆଶା ରଖୁ : ଆମେରିକା