ଭଦ୍ରକ ପରେ ନୟାଗଡ଼ ବିଜେପିରେ ଗଣ୍ଡଗୋଳ:ଗଣ୍ଡଗୋଳର ମଞ୍ଜି ପୋତିଛି କିଏ?

ଜୁଲାଇ ୧ ତାରିଖରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଆସୁଛନ୍ତି।ତାହା ପୁଣି କୌଣସି ସମାବେଶ ପାଇଁ ନୁହେଁ।ସାଙ୍ଗଠନିକ କାମ ପାଇଁ।ତେବେ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଏପରି ଗଣ୍ଡଗୋଳ ଏବଂ ଗଣ୍ଡଗୋଳର ମୂଳ କାରଣ ଯଦି ଅମିତ ଶାହାଙ୍କୁ ଆଭାସ ମିଳେ ତେବେ ଯେ କ’ଣ ହେବ ତାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱ ଚିନ୍ତା କରିବାର ଆବଶ୍ୟକତା ଅଛି। ଭୁବନେଶ୍ୱର (ଦେବଦତ୍ତ ରଥ):ନୟାଗଡ଼ ବିଜେପିର ୨ ଗୋଷ୍ଠି ମଧ୍ୟରେ ଘଟିଛି ଗଣ୍ଡଗୋଳ।ଗଣ୍ଡଗୋଳରେ ଦୁଇ ଗୋଷ୍ଠୀର … Continue reading ଭଦ୍ରକ ପରେ ନୟାଗଡ଼ ବିଜେପିରେ ଗଣ୍ଡଗୋଳ:ଗଣ୍ଡଗୋଳର ମଞ୍ଜି ପୋତିଛି କିଏ?