ପ୍ରଶ୍ନ ଏହା ନୁହେଁ ଯେ ଇଏ ତଳକୁ କିପରି ଓଲ୍ହାଇବ, ପ୍ରଶ୍ନ ଏହା ଯେ ୟାକୁ ଏତେ ଉପରେ ଚଢ଼ାଇଲା କିଏ ..

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢ଼େଇ ଭିତରେ ମଧ୍ୟ ରାଜନୈତିକ ଦଳ ଗୁଡ଼ିକ ପରସ୍ପରକୁ ଆକ୍ଷେପ କରିବା ଛାଡ଼ୁ ନାହାଁନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପକୁ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ବିଜେପିର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ନେଇ ଜବାବ ଦେଇଥିଲା ବିଜେପି। କିନ୍ତୁ, ଏହାକୁ କିଛି ମିନିଟ୍ ପରେ ହଟାଇ ଦେଇଥିଲା ବିଜେପି। କେନ୍ଦ୍ର ସରକାରଙ୍କ ତରଫରୁ ଆରୋଗ୍ୟ ସେତୁ ଆପ୍ କରୋନା … Continue reading ପ୍ରଶ୍ନ ଏହା ନୁହେଁ ଯେ ଇଏ ତଳକୁ କିପରି ଓଲ୍ହାଇବ, ପ୍ରଶ୍ନ ଏହା ଯେ ୟାକୁ ଏତେ ଉପରେ ଚଢ଼ାଇଲା କିଏ ..