ପୁଅର ଗଳା ଚିପି ହତ୍ୟା କଲା ମାଆ; କହିଲା, ସ୍ୱର୍ଗ ପ୍ରାପ୍ତି ହେବ ..

ନୂଆଦିଲ୍ଲୀ: ଜଣେ ମା’ ତାର ୧୭ ବର୍ଷର ପୁଅକୁ ହତ୍ୟା କରିଛି। ହତ୍ୟା ପରେ ପୁଅ ସିଧା ସ୍ୱର୍ଗ ପ୍ରାପ୍ତି ହେବ ବୋଲି କହିଛି ମା’। ଗୁଜୁରାଟର ରାଜକୋଟ ଅନ୍ତର୍ଗତ ରାଞ୍ଚୋଦଭାଡି ଅଞ୍ଚଳରେ ଏପରି ଏକ ହୃଦୟ ବିଦାରକ ଘଟଣାଟିଏ ଘଟିଛି। ପୁଅର ଦୀର୍ଘ ଦିନର ଅସୁସ୍ଥତା ଏବଂ ଅସ୍ଥିରତା ହେତୁ କ୍ଳାନ୍ତ ହୋଇ ଏବଂ ତା’ର ଯନ୍ତ୍ରଣା ଦେଖିନପାରି ଶେଷରେ ମା’ ତା’ ନିଜର ଭେଣ୍ଡିଆ ପୁଅକୁ ହତ୍ୟା କରିଛି। କାହିଁକି କଲେ ହତ୍ୟା :- … Continue reading ପୁଅର ଗଳା ଚିପି ହତ୍ୟା କଲା ମାଆ; କହିଲା, ସ୍ୱର୍ଗ ପ୍ରାପ୍ତି ହେବ ..