ପରିବା ପାଇଁ ଯାଇଥିଲା ପୁଅ, ନେଇ ଆସିଲା ବୋହୂ: ଘରେ ପୂରାଇଲାନି ମା; କହିଲା ଲକ୍ ଡାଉନ୍ ଭାଙ୍ଗିଛ ..

ଭୁବନେଶ୍ୱର: ଲକ୍ ଡାଉନ୍ ଘୋଷଣା ଭିତରେ ଘର ପାଇଁ ପରିବା ଏବଂ ରାଶନ୍ ସାମଗ୍ରୀ ଆଣିବାକୁ ଯାଇଥିଲା ପୁଅ। କିନ୍ତୁ, ଘରକୁ ଫେରିଲା ବେଳକୁ ସାଙ୍ଗରେ ନେଇ ଆସିଲା ବୋହୂ। କିନ୍ତୁ ମା’ ପୁଅ ବୋହୂଙ୍କୁ ଘରେ ପୂରାଇବାକୁ ଦେଲେନି। କହିଲେ ଲକ୍ ଡାଉନ୍ ନିୟମ ଭାଙ୍ଗିଛୁ, ଘରେ ପୂରାଇବାକୁ ଦେବିନି। ଏପରି ଏକ ଘଟଣାଟିଏ ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ। ଲକ୍ ଡାଉନ୍ ସମୟରେ ପୁଅ ଘର ପାଇଁ ପନିପରିବା ଏବଂ ରାସନ ସାମଗ୍ରୀ ଆଣିବାକୁ … Continue reading ପରିବା ପାଇଁ ଯାଇଥିଲା ପୁଅ, ନେଇ ଆସିଲା ବୋହୂ: ଘରେ ପୂରାଇଲାନି ମା; କହିଲା ଲକ୍ ଡାଉନ୍ ଭାଙ୍ଗିଛ ..