ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..

ଭୁବନେଶ୍ୱର: ପ୍ରସିଦ୍ଧ ହଲିଉଡ୍ ଗାୟିକା ମାଡୋନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଣ୍ଟିବଡି ପରୀକ୍ଷଣରେ ଏପରି ଜଣାପଡି଼ଥିବା କଥା ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇବା ସହ ଏଥିନେଇ ସେ ଆଦୌ ବିଚଳିତ ନୁହେଁ ବୋଲି ମଧ୍ୟ କହିଛନ୍ତିା ନିଜର କ୍ୱାରାଣ୍ଟାଇନ୍ ଡାଇରିରେ ସେ ଏପରି ସ୍ବୀକାରୋକ୍ତି କରିବା ସହ କୋଭିଡ୍- ୧୯ ଆକ୍ରାନ୍ତ ପରିବେଶରେ କାର୍‌ ଝରକା ଖୋଲା ରଖିବା ପୂର୍ବକ ଦୀର୍ଘ ବାଟ ଗାଡି଼ ଚଳାଇ ମୁକ୍ତ ବାୟୁ ସେବନ କରିବେ ବୋଲି … Continue reading ପପ୍ ଷ୍ଟାର୍ ମାଡୋନା କରୋନା ପଜେଟିଭ୍ ..