ନୋଟକୁ ଚାଟି, ନାକ ସଫା କରିଥିବା ବ୍ୟକ୍ତି ଗିରଫ

ଭୁବନେଶ୍ୱର: ନୋଟକୁ ଚାଟିଥିବା ଏବଂ ନୋଟରେ ନାକ ସଫା କରି ଭିଡିଓ ଭାଇରାଲ୍ କରିଥିବା ଜଣେ ବ୍ୟକ୍ତି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ନୋଟରେ ନାକ ସଫା କରିବା ସହ କହିଥିଲେ “କରୋନା ଆଲ୍ଲାହାଙ୍କ ଚମତ୍କାର”। ନାଶିକ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କୁ ଗିରଫ କରିଛି। ନାଶିକ ପୋଲିସ ନିଜେ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି। ଅଭିଯୁକ୍ତ ସୟଦ ଜାମିଲ ସୟିଦ (୩୮)କୁ ମାଲେଗାଓଁର ରାମଜାନପୁରା ପୋଲିସ ଗିରଫ କରିଛି। ଅଭିଯୁକ୍ତ … Continue reading ନୋଟକୁ ଚାଟି, ନାକ ସଫା କରିଥିବା ବ୍ୟକ୍ତି ଗିରଫ