ନୃତ୍ୟ କରୁଥିବା ସମୟରେ ଷ୍ଟେଜରେ ଟଳିପଡ଼ିଲେ ପାର୍ବତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା, ବାଜୁଥିଲା ତାଳି, କିନ୍ତୁ ଥିଲା ହୃଦଘାତ ଜନିତ ପ୍ରକୃତ ମୃତ୍ୟୁ – ଭିଡ଼ିଓ

ନୂଆ ଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ନାଚୁଥିବା ସମୟରେ କ’ଣ କେବେ ଯମରାଜ କାହାକୁ ନେଇପାରିବେ? ସେ ପୁଣି ଥିଲେ ପାର୍ବତୀ ଭୂମିକାରେ। ଶିବଙ୍କର ଆରାଧନା କରି ଝୁମୁଥିଲେ। ଲୋକେ ଭାବୁଥିଲେ ଏହା ଅଭିନୟର ଏକ ଅଂଶ, କିନ୍ତୁ ଥିଲା ଓଲଟା। ନୃତ୍ୟ କରୁ କରୁ ତଳେ ପଡ଼ିଯାଇଥିଲେ ଅଭିନେତା ଯୋଗେଶ ଗୁପ୍ତା। କିଛିସମୟ ପରେ ଉଠି ପୁଣି ନୃତ୍ୟୁ କରିବାକୁ କରିଥିଲେ ଚେଷ୍ଟା, କିନ୍ତୁ ହେଉଥିଲା ଯନ୍ତ୍ରଣା। ହେଉଥିଲେ ଛଟପଟ, କ୍ଷଣିକ ସମୟ ପାଇଁ। ଦର୍ଶକଙ୍କର … Continue reading ନୃତ୍ୟ କରୁଥିବା ସମୟରେ ଷ୍ଟେଜରେ ଟଳିପଡ଼ିଲେ ପାର୍ବତୀ ଭୂମିକାରେ ଅଭିନୟ କରୁଥିବା ଅଭିନେତା, ବାଜୁଥିଲା ତାଳି, କିନ୍ତୁ ଥିଲା ହୃଦଘାତ ଜନିତ ପ୍ରକୃତ ମୃତ୍ୟୁ – ଭିଡ଼ିଓ