ଜବାବ ମାଗୁଛି ଓଡ଼ିଶା: ଧିକାର ତୁମକୁ ମହିଳା ମୋର୍ଚ୍ଚା!

ଭୁବନେଶ୍ୱର: ଓଡ଼ିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟକ୍ରମ କରି ଆସୁଥିଲା, ସେଥିରେ “ଜବାବ ମାଗୁଛି ଓଡ଼ିଶା” ନାମରେ ନବୀନ ପଟ୍ଟନାୟକଙ୍କୁ ଅଧିକ ଘେରୁଥିଲା।ସାମ୍ବାଦିକ ସମ୍ମିଳନୀରେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶ୍ନ କରୁଥିଲା।ଆଉ ଏଥିରେ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ସାମିଲ ଥିଲା।ଓଡ଼ିଶା ବିଜେପିରେ ମହିଳା ମୋର୍ଚ୍ଚା ସବୁଠାରୁ ସକ୍ରିୟ ଥିଲା।ରାଜ୍ୟ ସରକାର କିମ୍ବା ନବୀନ ପଟ୍ଟନାୟକଙ୍କୁ ଘେରିବାରେ ସବୁଠାରୁ ଆଗରେ ଥିଲା ବିଜେପି ମହିଳା ମୋର୍ଚ୍ଚା।ବିଶେଷତଃ ନାରୀ ସୁରକ୍ଷା ଦାବିରେ ତଥା … Continue reading ଜବାବ ମାଗୁଛି ଓଡ଼ିଶା: ଧିକାର ତୁମକୁ ମହିଳା ମୋର୍ଚ୍ଚା!