ଛେପମରା ଫଳ ବିକ୍ରେତାଙ୍କ ଭାଇରାଲ୍ ଭିଡିଓ: ମାମଲା ରୄଜୁ

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦେଶରେ ଚାଲିଥିବା ଗୁଜବ ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଠେଲାଗାଡ଼ି ଫଳ ବିକ୍ରେତା ଫଳ ଉପରେ ଛେପ ପକାଉଥିବା ଦେଖାଯାଉଛି। ଏହି ଭିଡିଓଟି ଟିକଟକ୍ ପ୍ଲାଟଫର୍ମରେ ଭାଇରାଲ୍ ହେବା ପରେ ଏବେ ୱାଟ୍ସଆପ୍ ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଘୁରି ବୁଲୁଛି। କୁହାଯାଉଛି ଯେ ଏହି ଭିଡିଓ ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ମୁଖ୍ୟାଳୟରୁ ଆସିଛି। ଭିଡିଓ ଭାଇରାଲ ହେବା ପରେ … Continue reading ଛେପମରା ଫଳ ବିକ୍ରେତାଙ୍କ ଭାଇରାଲ୍ ଭିଡିଓ: ମାମଲା ରୄଜୁ