ଚେତାବନୀ: ନଭେମ୍ବରରେ ପୁଣି କାୟା ବିସ୍ତାର କରିପାରେ କରୋନା!

ଭୁବନେଶ୍ୱର: ବିଶ୍ୱରେ ୧.୩୫ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଇ ସାରିଥିବା ମହାମାରୀ କରୋନା ଭାଇରସ୍ ସଂକ୍ରମଣ ଆଗାମୀ ଏକ କିମ୍ବା ଦୁଇ ମାସ ମଧ୍ୟରେ ମନ୍ଥର ହୋଇ ଯାଇପାରେ। କିନ୍ତୁ, ନଭେମ୍ବର ମାସ ବେଳକୁ ପୁଣି ଥରେ ଏହି ମାରାତ୍ମକ ମହାମାରୀର ବିନାଶ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଚୀନ୍‌ର ଜଣେ ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଏପରି ଚେତାବନୀ ଦେଇଛନ୍ତି। ତିନିମାସ ଧରି ଚାଲିଥିବା କରୋନା ବିରୋଧୀ ଯୁଦ୍ଧ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ … Continue reading ଚେତାବନୀ: ନଭେମ୍ବରରେ ପୁଣି କାୟା ବିସ୍ତାର କରିପାରେ କରୋନା!