ଚାଲିଥିଲା ରାମଲୀଳା, ହନୁମାନ ଭୁମିକାରେ ଥିଲେ : ଡାକିନେଲା ଯମ, ଆଉ ଏକ ଲାଇଭ ମୃତ୍ୟୁ

ନୂଆ ଦିଲ୍ଲୀ ୩-୧୦ (ଓଡ଼ିଆ ପୁଅ) ଏହା ଥିଲା ଆଜି ଖବରର ଦ୍ୱିତୀୟ ଲାଇଭ ମୃତ୍ୟୁ। ଚାଲିଗଲା ଜୀବନ। ପେଣ୍ଡାଲରେ ଚାଲିଥିଲା ରାମଲୀଳା। ଲାଙ୍ଗୁଡ଼ରେ ନିଆଁ ଲଗାଇ କରୁଥିଲେ ହନୁମାନଙ୍କ ଭୂମିକା। କରୁଥିଲେ ଉପସ୍ଥିତ ଦର୍ଶକଙ୍କର ମନୋରଞ୍ଜନ। ଚାଲିଗଲା ଜୀବନ। ହଠାତ ଷ୍ଟେଜରୁ ତଳେ ଟଳିପଡ଼ିଲେ। ଲୋକମାନେ କିଛି ବୁଝିପାରିଲେ ନାହିଁ। ଚାଲିଯାଇଥିଲା ଜୀବନ। ଏହି ପରି ଏକ ଘଟଣା ଆସିଛି ଉତ୍ତରପ୍ରଦେଶର ଫତେହପୁରରୁ। ରାମଲିଲାରେ ହନୁମାନ ଭୂମିକାରେ ଅଭିନୟ କରୁଥିବା ରାମସ୍ୱରୂପଙ୍କର ହୋଇଛି ଲାଇଭ୍ ମୃତ୍ୟୁ। … Continue reading ଚାଲିଥିଲା ରାମଲୀଳା, ହନୁମାନ ଭୁମିକାରେ ଥିଲେ : ଡାକିନେଲା ଯମ, ଆଉ ଏକ ଲାଇଭ ମୃତ୍ୟୁ