ଚାଇନା ଚଷମାରେ ବିଶ୍ୱକୁ ଦେଖୁଛି WHO: ଭାରତ ସହିତ ପକ୍ଷପାତ ..

ଭୁବନେଶ୍ୱର: କରୋନା ଭାଇରସ୍ ଘଟଣାରେ ଚାଇନାର ଦୋଷ ତୃଟିକୁ ଲୁଚାଇ ଏବଂ ଚାଇନାର ଭୁଲକୁ ସମର୍ଥନ ଦେଇ ସାରା ବିଶ୍ଵ ସହିତ ବିଶ୍ୱାସଘାତକତା କରିଥିବା ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏବେ ଭାରତ ସହିତ ପକ୍ଷପାତ କରିଛି। WHO ମାନଚିତ୍ରରେ ଲଦାଖକୁ ଚାଇନାର ଏକ ଅଂଶ ଭାବରେ ଦର୍ଶାଯାଇଛି। ପୂର୍ବରୁ ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗରେ ବିଶ୍ୱର କେତେକ ରାଷ୍ଟ୍ରର ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏପରି ପଦକ୍ଷେପ ପରେ ଭାରତର ମଧ୍ୟ ବିରୋଧର ସମ୍ମୁଖୀନ … Continue reading ଚାଇନା ଚଷମାରେ ବିଶ୍ୱକୁ ଦେଖୁଛି WHO: ଭାରତ ସହିତ ପକ୍ଷପାତ ..