ଘନଘନ ଭିଡିଓ କନଫରେନ୍ସିଂ; ପିଏମ୍ ଆଉ ସିଏମଙ୍କ ଠାରୁ ଆଗରେ ଏମାନେ ..

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ସତେ ଯେପରି ବଡ଼ ପଦକ୍ଷେପ ବୋଧେ ଭିଡିଓ କନଫରେନ୍ସିଂ! ବିଶେଷ କରି ଓଡ଼ିଶା ବିଜେପି ନେତାନେତ୍ରୀ ମାନଙ୍କର ପଦକ୍ଷେପରୁ ଏପରି କିଛି ଅନୁଭବ ହେଉଛି। ଓଡ଼ିଶା ବିଜେପି ନେତାନେତ୍ରୀ ପରସ୍ପର ମଧ୍ୟରେ ଘନଘନ ଭିଡିଓ କନଫରେନ୍ସିଂ ମିଟିଂ କରୁଛନ୍ତି। ଏପରିକି ଭିଡିଓ କନଫରେନ୍ସିଂ କରିବାରେ ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଛରେ ପକାଇ ଦେଇଛନ୍ତି। କେବଳ ସେତିକି ନୁହଁ, ଭିଡିଓ କନଫରେନ୍ସିଂ କରିବା ପରେ ତାର … Continue reading ଘନଘନ ଭିଡିଓ କନଫରେନ୍ସିଂ; ପିଏମ୍ ଆଉ ସିଏମଙ୍କ ଠାରୁ ଆଗରେ ଏମାନେ ..