ଗାଁ ବୁଲା କୁକୁର ଖାଇଗଲେ ଗାଁ ଝିଅର ଦରପୋଡ଼ା ମାଉଁସ: ଲକ୍ ଡାଉନ୍ ଭିତରେ ଜଘନ୍ୟ କାଣ୍ଡ ..

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ସମସ୍ତେ ଏବେ ଘରେ ଏକ ପ୍ରକାର ଗୃହବନ୍ଦୀ ହୋଇ ଅଛନ୍ତି। ମିଡିଆ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଯିଏ ଯାହା କିଛି ଖବର ପାଉଛି। ନହେଲେ ନିଜ ଘର ପାଖରେ ଯେ କ’ଣ ଘଟୁଛି ଲୋକ ଜାଣିପାରୁ ନାହାଁନ୍ତି। ଏହି ଆଳରେ କେଉଁଠି କେତେବେଳେ ଅପରାଧିକ ଘଟଣା ମଧ୍ୟ ଘଟୁଛି। ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲ୍ଲା ଗୋଳବାଇ … Continue reading ଗାଁ ବୁଲା କୁକୁର ଖାଇଗଲେ ଗାଁ ଝିଅର ଦରପୋଡ଼ା ମାଉଁସ: ଲକ୍ ଡାଉନ୍ ଭିତରେ ଜଘନ୍ୟ କାଣ୍ଡ ..