ଖୁସି ଖବର: ଏଣିକି ଟ୍ରେନରେ ମାଗଣାରେ ଆସିବେ ପ୍ରବାସୀ ଶ୍ରମିକ ..

ଭୁବନେଶ୍ୱର: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଏବେ ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଏଥିପାଇଁ ପ୍ରବାସୀ ଶ୍ରମିକ ମାନଙ୍କୁ ଟ୍ରେନ୍ ଭଡ଼ା ଦେବାକୁ ପଡ଼ୁଛି। ଏଥିନେଇ ଗତ କାଲି କଂଗ୍ରେସ ନେତା ଅହମ୍ମଦ ପଟେଲ ଟ୍ୱିଟ୍ କରି ସମାଲୋଚନା କରିଥିଲେ। ତେବେ, ଏଣିକି ନିଜ ରାଜ୍ୟକୁ ଫେରିବାକୁ ପ୍ରବାସୀ ଶ୍ରମିକ ମାନଙ୍କୁ ଆଉ ନିଜ ହାତରୁ ଖର୍ଚ୍ଚ କରି ଟ୍ରେନ୍ ଟିକେଟ୍ … Continue reading ଖୁସି ଖବର: ଏଣିକି ଟ୍ରେନରେ ମାଗଣାରେ ଆସିବେ ପ୍ରବାସୀ ଶ୍ରମିକ ..