କ୍ରୁର ଶାସକ: ଯିଏ ଟ୍ୟାଙ୍କ୍ ଚଲାଇ ନିଜ ଦେଶରେ କରିଥିଲା ଛାତ୍ରହତ୍ୟା ..

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ବାମପନ୍ଥୀ (କମ୍ୟୁନିଷ୍ଟ) ସମେତ କେତେକ ବିରୋଧୀ ଦଳ ଏବଂ ସେହି ବିଚାରଧାରାର ତଥାକଥିତ ବୁଦ୍ଧିଜୀବୀ ମାନେ ତାଙ୍କୁ ଏକଛତ୍ରବାଦୀ କ୍ରୁର ଶାସକ ବୋଲି କହି ଆସୁଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଏମାନେ ହିଟଲର୍ ଏବଂ ମୋଦୀ ବା ବିଜେପି ସରକାରକୁ ନାଜି ଶାସନ ଆଦି କେତେ କ’ଣ ଅଭିଯୋଗ ଆଣି ଅନେକ ସମୟରେ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କରୁଛନ୍ତି। ମୋଦୀ ସରକାରକୁ ଗଣତନ୍ତ୍ରର … Continue reading କ୍ରୁର ଶାସକ: ଯିଏ ଟ୍ୟାଙ୍କ୍ ଚଲାଇ ନିଜ ଦେଶରେ କରିଥିଲା ଛାତ୍ରହତ୍ୟା ..