କରୋନା ପାଇଁ ଲଣ୍ଡା ହେଲେ ୭୫ ପୋଲିସ୍

ଭୁବନେଶ୍ୱର: ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ୍ ଏକ ଗମ୍ଭୀର ବିପଦ ଭାବରେ ଉଭା ହୋଇଛି। ଏହି ଭୂତାଣୁ ଯୋଗୁଁ ଭାରତରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଛି।ଲକ୍ ଡାଉନକୁ ସଫଳ କରିବା ଦାୟିତ୍ୱ ମୁଖ୍ୟତଃ ରାଜ୍ୟ ପୋଲିସର କାନ୍ଧରେ ଅଛି। ପୋଲିସ ମଧ୍ୟ ଏହି ଦାୟିତ୍ୱ ଭଲ ଭାବରେ ତୁଲାଉଛି। ଲୋକଙ୍କୁ କରୋନା ଭାଇରସ୍ ବିରୁଦ୍ଧରେ ସଚେତନ କରାଇବା ପାଇଁ ଅନନ୍ୟ ଉପାୟ ଚେଷ୍ଟା କରୁଛି। ଆଗ୍ରାର ଫତେହପୁର ସିକ୍ରି ପୋଲିସ କରୋନା ଜୀବାଣୁ … Continue reading କରୋନା ପାଇଁ ଲଣ୍ଡା ହେଲେ ୭୫ ପୋଲିସ୍