କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ବିସ୍ତାର ପାଇଁ ବିଶ୍ୱର ଅନେକ ଦେଶ ଚାଇନାକୁ ଦାୟୀ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ବିଶ୍ୱର ଅନେକ ପ୍ରମୁଖ ଦେଶ ଚୀନ୍ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବେଜିଂ ଏକ ଆଭ୍ୟନ୍ତରୀଣ ରିପୋର୍ଟରେ ପ୍ରକାଶ କରିଛି ଯେ ଆଗାମୀ ସମୟରେ ଚୀନ୍ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହୋଇପାରେ। ତେଣୁ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍। ବେଜିଂରେ ପ୍ରସ୍ତୁତ ଏକ … Continue reading କରୋନା ପାଇଁ ଅପବାଦ ପରେ, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍ ..