କରୋନା କାରଣରୁ ଦାରିଦ୍ର‌୍ୟରେ ବୁଡ଼ିଯିବେ ବିଶ୍ୱର ୨୭୦ କୋଟି ଏବଂ ଭାରତର ୪୦ କୋଟି ଲୋକ ..

ଭୁବନେଶ୍ୱର: କରୋନା ଭାଇରସ୍ ପ୍ରକୋପରେ ଲକ୍ ଡାଉନ୍ ଘୋଷଣା ଯୋଗୁଁ ବିଶ୍ୱର ୨୭୦ କୋଟି ଲୋକ ଏବଂ ଭାରତରେ ୪୦ କୋଟି ଲୋକ ଦାରିଦ୍ର‌୍ୟରେ ବୁଡ଼ିଯିବେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏପରି ଭୟଙ୍କର ଭବିଷ୍ୟବାଣୀ କରିଛି। କରୋନା ଭୂତାଣୁ (କୋଭିଡ-୧୯) ଦିନକୁ ଦିନ ଅଧିକ ଭୟଙ୍କର ହେଉଛି। ସମଗ୍ର ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଲାଣି। ତେବେ ଏହାକୁ ନେଇ ଲକ୍‌ ଡାଉନ୍‌ ଘୋଷଣା ଯୋଗୁଁ ବିଶ୍ୱର ପ୍ରାୟ ୨୭୦ କୋଟି କର୍ମଚାରୀଙ୍କ ଜୀବିକା … Continue reading କରୋନା କାରଣରୁ ଦାରିଦ୍ର‌୍ୟରେ ବୁଡ଼ିଯିବେ ବିଶ୍ୱର ୨୭୦ କୋଟି ଏବଂ ଭାରତର ୪୦ କୋଟି ଲୋକ ..