କରୋନା ଆତଙ୍କ: ଜମାତିଙ୍କ ରାସ୍ତାରେ ଜେଏନୟୁ ଛାତ୍ର; ସୁରକ୍ଷାକର୍ମୀଙ୍କୁ କହିଲେ ଉପରେ ଛିଙ୍କିଦେବି ..

ଭୁବନେଶ୍ୱର: ତବଲିଗ୍ ଜମାତିଙ୍କ ରାସ୍ତା ଧରିଛନ୍ତି ଜେଏନୟୁ (ଜବାହାରଲାଲ୍ ନେହେରୁ ୟୁନିଭରସିଟି) ଛାତ୍ର। କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍ ଡାଉନ୍ ଭିତରେ ଜଣେ ଜେଏନୟୁ ଛାତ୍ର ୟୁନିଭରସିଟି ଗେଟ୍ ବାହାରକୁ ଯିବାକୁ ଚାହିଁଥିଲେ।ଉପଯୁକ୍ତ ପାସ୍ ପାଖରେ ନଥିଲେ, ତାଙ୍କୁ ଗେଟ୍ ବାହାରକୁ ଯିବାକୁ ସୁରକ୍ଷାକର୍ମୀ ବାରଣ କରିଥିଲେ। କିନ୍ତୁ, ଛାତ୍ର ଜଣଙ୍କ ମାନିନଥିଲେ। ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ, ଅସଦାଚରଣ କରିବା ସହ ଗେଟ୍ ମୁହଁରେ ବସି ରହିଥିଲେ। ଏହାସହ ସୁରକ୍ଷାକର୍ମୀଙ୍କ ସହିତ ଠେଲାପେଲା କରିବା ସହ … Continue reading କରୋନା ଆତଙ୍କ: ଜମାତିଙ୍କ ରାସ୍ତାରେ ଜେଏନୟୁ ଛାତ୍ର; ସୁରକ୍ଷାକର୍ମୀଙ୍କୁ କହିଲେ ଉପରେ ଛିଙ୍କିଦେବି ..