କରୋନା ଆତଙ୍କ; ଛାଡ଼ପତ୍ର ବିପଦ: ତୀର୍ଥ କିମ୍ବା ବିଜିନେସ୍ ଟୁର୍ କହି ମୌଜ୍ କରୁଥିଲେ ଥାଇଲ୍ୟାଣ୍ଡରେ ..

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ସମସ୍ତେ ଆତଙ୍କିତ। ଏହାକୁ ନେଇ ବିଶ୍ୱରେ ଅନେକ ଦେଶ ସମେତ ଭାରତରେ ମଧ୍ୟ ଲକ୍ ଡାଉନ୍ ଘୋଷଣା ହୋଇଛି। ବିଦେଶ ଯାତ୍ରାକରି ଫେରିଥିବା ଲୋକଙ୍କୁ ଚିହ୍ନଟ କରି ମେଡିକାଲ୍ ଯାଞ୍ଚ କରାଯାଉଛି। କାହାକୁ କ୍ୱାରଣ୍ଟାଇନରେ ରଖାଯାଉଛି, କାହାକୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଉଛି। ବିଦେଶ ଯାତ୍ରା କରି ଫେରିଥିବା ଏବଂ ଲୁଚାଇ ରଖିଥିବା ଲୋକଙ୍କୁ ଖୋଜିଖୋଜି ଚିହ୍ନଟ କରାଯାଉଛି। ତେବେ, ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଯେତେବେଳେ ବିଦେଶ ଯାତ୍ରା କରି ଲୁଚାଇ … Continue reading କରୋନା ଆତଙ୍କ; ଛାଡ଼ପତ୍ର ବିପଦ: ତୀର୍ଥ କିମ୍ବା ବିଜିନେସ୍ ଟୁର୍ କହି ମୌଜ୍ କରୁଥିଲେ ଥାଇଲ୍ୟାଣ୍ଡରେ ..