କରୋନା ଆଟାକ୍: ଚାଇନାରେ ବାସ୍ତବିକ ମୃତ୍ୟୁ ସଂଖ୍ୟା କେତେ? ସତ ହୋଇଥିଲେ ସାଙ୍ଘାତିକ

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆଜି ଆତଙ୍କିତ। ଅନେକ ଗୁଡ଼ିଏ ମୁଣ୍ଡ ନେଇଗଲାଣି ଏଇ ଘାତକ କରୋନା। ଚାଇନାରୁ ଜନ୍ମ ନେଇଥିବା ଏହି ଭୁତାଣୁ ଆଜି ସାରା ବିଶ୍ୱକୁ ବ୍ୟାପି ଗଲାଣି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ଇଟାଲିର ପରିସ୍ଥିତି ଚାଇନାଠାରୁ ଭୟଙ୍କର। ଚାଇନା ବରଂ ଏହା ଉପରେ କଣ୍ଟ୍ରୋଲ ପାଇଗଲାଣି କିନ୍ତୁ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟନ୍ ସହିତ ଆହୁରି ଅନେକ ଦେଶରେ ସ୍ଥିତି ବିଗୁଡ଼ୁଛି। ଚାଇନାରେ ଏ’ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା … Continue reading କରୋନା ଆଟାକ୍: ଚାଇନାରେ ବାସ୍ତବିକ ମୃତ୍ୟୁ ସଂଖ୍ୟା କେତେ? ସତ ହୋଇଥିଲେ ସାଙ୍ଘାତିକ