କରୋନାକୁ ନେଇ ବିବାଦୀୟ ଭିଡିଓ ପୋଷ୍ଟ କରୁଥିବା ଟିକଟକ୍ ଆକାଉଣ୍ଟ ହେବ ବ୍ୟାନ୍

ଭୁବନେଶ୍ୱର: ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ମାଧ୍ୟମରେ କରୋନା ଭାଇରସକୁ ନେଇ ବିବାଦୀୟ ଖବର ପୋଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଭାରତୀୟ ମୁସଲମାନମାନଙ୍କୁ ନେଇ ବିଭ୍ରାନ୍ତ କରୁଥିବା ରିପୋର୍ଟ ଆଧାରରେ ଟିକଟକ୍ ଏକ ବିବୃତ୍ତି ଜାରି କରିଛି। ଟିକଟକ୍ ବିବୃତ୍ତିରେ କହିଛି ଯେ ଏହା ଏହିପରି ହଜାର ହଜାର ଆକାଉଣ୍ଟକୁ ନିଷିଦ୍ଧ କରୁଛି ଏବଂ କରୋନା ଭାଇରସ୍ ସମ୍ବନ୍ଧରେ ବିରୋଧୀ ତଥ୍ୟ ଧାରଣ କରିଥିବା ଭିଡିଓ ଗୁଡିକୁ ଅପସାରଣ କରୁଛି କିମ୍ବା ଏହାକୁ ଏଡାଇବା ପାଇଁ ଆଇନଗତ … Continue reading କରୋନାକୁ ନେଇ ବିବାଦୀୟ ଭିଡିଓ ପୋଷ୍ଟ କରୁଥିବା ଟିକଟକ୍ ଆକାଉଣ୍ଟ ହେବ ବ୍ୟାନ୍